କାହିଁକି NestNetWhy NestNet ସମାଧାନSolutions କିପରିHow It Works ଆମ ବିଷୟAbout ଯୋଗାଯୋଗContact
💬 WhatsApp
MSME ପଞ୍ଜୀକୃତ ଉଦ୍ୟୋଗ · ଓଡ଼ିଶା MSME Registered Enterprise · Odisha

ଆପଣଙ୍କ ବ୍ୟବସାୟ ପାଇଁ
Smart Management System

Smart Management System
For Your Business

Custom Business Software & Websites — ଆପଣଙ୍କ ବ୍ୟବସାୟ ପାଇଁ

Custom Business Software & Websites for Every Business in Odisha

Rice Mill, Fish Dealer, Hardware Shop, Transport — ଯେ ବ୍ୟବସାୟ ହୋଉ, ଆପଣଙ୍କ ହିସାବ, stock, customer ସବୁ ଗୋଟିଏ system ରେ manage ହବ। NestNet ଆପଣଙ୍କ ପାଇଁ specially ବନାଇବ।

Whether you run a rice mill, fish dealership, hardware store or transport business — NestNet builds a custom system to manage all your records, stock and customers in one place.

50+
ବ୍ୟବସାୟ Served
Businesses Served
6+
Ready Solutions
Ready Solutions
100%
Custom Software
Custom Software
🚀 NestNet ଆପଣଙ୍କ ପାଇଁ କଣ କରେ? 🚀 What NestNet Does For You
  • Professional Bill & Receipt – ସେକେଣ୍ଡରେ ପ୍ରସ୍ତୁତ
  • Professional Bill & Receipt — Ready in Seconds
  • CA & Excise Report, GST & Tax Report – ଏକ Click ରେ Ready
  • CA, Excise, GST & Tax Reports — Ready in One Click
  • Stock Alert – ସିଧା Mobile ରେ
  • Stock Alerts — Straight to Your Mobile
  • Mobile କିମ୍ବା Laptop ରୁ — ଯେକୌଣସି ସ୍ଥାନରୁ Business ଦେଖନ୍ତୁ
  • View Your Business From Anywhere — Mobile or Laptop
  • Any Business, School & Office ପାଇଁ Complete Management Solution
  • Complete Management Solution for Any Business, School & Office
  • Computer ଜ୍ଞାନର ଆବଶ୍ୟକତା ନାହିଁ
  • No Computer Knowledge Needed
  • ଆପଣଙ୍କ ଦୈନନ୍ଦିନ ଭାଷାରେ, ଆପଣଙ୍କ କାମ ଓ ଆବଶ୍ୟକତା ଅନୁଯାୟୀ System ତିଆରି କରାଯିବ
  • System Built in Your Daily Language, As Per Your Work & Needs

ଆପଣଙ୍କର ସମସ୍ତ ହିସାବ-କିତାବ, ଅତି ସହଜରେ ଓ ଆପଣଙ୍କ ମାତୃଭାଷାରେ। ଆଜିହିଁ ଆମ ସହିତ ସମ୍ପର୍କ କରନ୍ତୁ। ଆପଣଙ୍କ ବ୍ୟବସାୟକୁ ଦିଅନ୍ତୁ ଏକ ନୂଆ ରୂପ, ଏକ ପ୍ରଫେସନାଲ୍ ପରିଚୟ ଓ ଏକ ଶକ୍ତିଶାଳୀ ବ୍ରାଣ୍ଡର ଭବିଷ୍ୟତ।

All your accounts, made simple — in your own language. Contact us today. Give your business a new look, a professional identity, and the future of a strong brand.

କାହିଁକି NestNet Why NestNet

NestNet କାହିଁକି ଭଲ?

Why Choose NestNet?

ହିସାବ ଭୁଲ, ବାକି ଭୁଲିଯିବା ଓ ଷ୍ଟକ୍ ଗୋଲମାଲରୁ ବଞ୍ଚନ୍ତୁ। NestNet ସହିତ ସମସ୍ତ ବ୍ୟବସାୟିକ ତଥ୍ୟ ଗୋଟିଏ ସ୍ଥାନରେ ସୁରକ୍ଷିତ ଭାବରେ ରଖନ୍ତୁ।

Move beyond paper registers. Manage income, expenses, dues, stock, and customer records securely from your mobile or computer.

💻

ଖାତା-ବହିରୁ ଡିଜିଟାଲ ସିଷ୍ଟମ

From Registers to Digital System

ଖାତା-ବହିର ହିସାବକୁ ଡିଜିଟାଲ ସିଷ୍ଟମକୁ ନେଇଯାଆନ୍ତୁ। ଆପଣଙ୍କ ସମସ୍ତ ତଥ୍ୟ କମ୍ପ୍ୟୁଟର କିମ୍ବା ମୋବାଇଲରେ ସୁରକ୍ଷିତ ଭାବରେ ରହିବ। ତଥ୍ୟ ହରାଇବାର ଭୟ ନାହିଁ।

Move from paper registers to a smart digital system. Keep all your records safe and organized on your computer or mobile. No more worries about lost data.

🔒

ତଥ୍ୟ 100% ସୁରକ୍ଷିତ ରହିବ

Data 100% Safe

ଆପଣଙ୍କ ଗ୍ରାହକ ତଥ୍ୟ, ଷ୍ଟକ୍ ହିସାବ ଓ ବାକି ରାଶିର ସମସ୍ତ ରେକର୍ଡ ସୁରକ୍ଷିତ ଭାବରେ ସଂରକ୍ଷିତ ରହିବ। ଗୋଟିଏ ସ୍ଥାନରୁ ସବୁକିଛି ସହଜରେ ପରିଚାଳନା କରନ୍ତୁ।

Your customer records, stock data, and pending payments are stored securely. Manage everything easily from one place.

📦

Stock ଉପରେ ପୂରା ନଜର

Full Stock Visibility

କେଉଁ ମାଲ ଆସିଲା, କେଉଁ ମାଲ ବିକ୍ରି ହେଲା ଓ କେତେ ଷ୍ଟକ୍ ବାକି ଅଛି — ସବୁକିଛି ଗୋଟିଏ କ୍ଲିକ୍‌ରେ ଦେଖନ୍ତୁ। ଷ୍ଟକ୍ କମିଗଲେ ସ୍ୱୟଂଚାଳିତ ସୂଚନା ପାଆନ୍ତୁ।

Track what came in, what was sold, and what stock remains — all in one place. Get automatic alerts when stock levels run low.

👥

Customer Record ସହଜ

Easy Customer Records

ଗ୍ରାହକଙ୍କ ନାମ, ଫୋନ୍ ନମ୍ବର ଓ ବାକି ହିସାବ ଗୋଟିଏ ସ୍ଥାନରେ ରଖନ୍ତୁ। ଆବଶ୍ୟକ ସମୟରେ ତୁରନ୍ତ ଖୋଜି ପାଆନ୍ତୁ।

Keep customer names, phone numbers, and due payments in one place. Search and find records instantly whenever needed.

📱

ମୋବାଇଲ୍ ରୁ ପରିଚାଳନା କରନ୍ତୁ

Mobile Access

ଆପଣ ଯେଉଁଠି ଥାଆନ୍ତୁ, ମୋବାଇଲ୍ ରୁ ନିଜ ବ୍ୟବସାୟର ହିସାବ ଓ ରେକର୍ଡ ଦେଖନ୍ତୁ। ଦୋକାନରେ, ଘରେ କିମ୍ବା ରାସ୍ତାରେ — ସବୁବେଳେ ଆପଣଙ୍କ ନିୟନ୍ତ୍ରଣରେ।

Access your business records anytime from your mobile. Whether you're at home, in the shop, or on the road, your business stays within reach.

🤝

Odisha ର ନିଜ ଲୋକ

Local Support

ଆମେ ଓଡ଼ିଶାର। ଆପଣଙ୍କ ଭାଷା ଓ ବ୍ୟବସାୟର ଆବଶ୍ୟକତାକୁ ବୁଝୁଛୁ। କୌଣସି ସମସ୍ୟା ହେଲେ ଆମକୁ ଫୋନ୍ କରନ୍ତୁ — ଆମେ ସହଯୋଗ ପାଇଁ ସଦା ପ୍ରସ୍ତୁତ।

We are from Odisha — we understand your language and your needs. Call us when you need help and we'll be there.

ଓଡ଼ିଶାର ବ୍ୟବସାୟ ପାଇଁ ପ୍ରସ୍ତୁତ ସମାଧାନ Ready Solutions for Odisha Businesses

ଆପଣଙ୍କ ବ୍ୟବସାୟ ପାଇଁ Ready System

Ready Systems For Your Business

ଓଡ଼ିଶାର ବାସ୍ତବ ବ୍ୟବସାୟ ଆବଶ୍ୟକତାକୁ ବୁଝି ଏହି ସିଷ୍ଟମଗୁଡ଼ିକ ତିଆରି କରାଯାଇଛି।

These systems are designed by understanding the real needs of businesses in Odisha.

🌾

ରାଇସ୍ ମିଲ୍ ପରିଚାଳନା ସିଷ୍ଟମ

Rice Mill Management System

ଧାନ, ଚାଉଳ, ଷ୍ଟକ୍, ବିକ୍ରୟ ଓ ହିସାବର ସମ୍ପୂର୍ଣ୍ଣ ପରିଚାଳନା ଗୋଟିଏ ସ୍ଥାନରେ।

Manage paddy, rice, stock, sales, and accounts from one place.

  • ଧାନ ଓ ଚାଉଳ ଷ୍ଟକ୍ ଟ୍ରାକିଂ
  • Paddy & rice stock tracking
  • ଚାଷୀଙ୍କ ରେକର୍ଡ ଓ ପେମେଣ୍ଟ ହିସାବ
  • Farmer Records & Payment Tracking
  • ଧାନ କୁଟା ଓ ଚାଉଳ ଉତ୍ପାଦନ ହିସାବ
  • Mill processing records
  • ଗ୍ରାହକ ବିକ୍ରୟ ଓ ବାକି ହିସାବ
  • Customer sales & dues
  • ଦୈନିକ ଓ ମାସିକ ଲାଭ ରିପୋର୍ଟ
  • Daily & monthly profit reports
ମାଗଣା ଡେମୋ ଦେଖନ୍ତୁ → Request Free Demo →
🐟

Fish Dealer Management System

Fish Dealer Management System

ମାଛ ବ୍ୟବସାୟର ସମ୍ପୂର୍ଣ୍ଣ ପରିଚାଳନା

Complete management for fish dealers

  • ବରଫ ଓ ମାଛ ଷ୍ଟକ୍ ପରିଚାଳନା
  • Ice & fish stock management
  • ଗ୍ରାହକ ଓ ସପ୍ଲାୟରଙ୍କ ରେକର୍ଡ
  • Supplier & buyer records
  • ଦୈନିକ କ୍ରୟ ଓ ବିକ୍ରୟ ହିସାବ
  • Daily purchase & sale records
  • ବାକି ଟଙ୍କା ଓ ପେମେଣ୍ଟ ଟ୍ରାକିଂ
  • Pending dues tracking
  • ସାପ୍ତାହିକ ଲାଭ-କ୍ଷତି ରିପୋର୍ଟ
  • Weekly profit reports
ମାଗଣା ଡେମୋ ଦେଖନ୍ତୁ → Request Free Demo →
🔧

ହାର୍ଡୱେର ଦୋକାନ ପରିଚାଳନା ସିଷ୍ଟମ

Hardware Shop Management System

ଷ୍ଟକ୍, ବିକ୍ରୟ, ବିଲ୍ ଓ ବାକି ହିସାବର ସମ୍ପୂର୍ଣ୍ଣ ପରିଚାଳନା।

Manage stock, sales, billing, and dues from one place.

  • ୧୦୦୦+ ସାମଗ୍ରୀର ଷ୍ଟକ୍ ପରିଚାଳନା
  • 1000+ Item Stock Management
  • ବିଲ୍ ତିଆରି ଓ ପ୍ରିଣ୍ଟ ସୁବିଧା
  • Bill generation & printing
  • ଠିକାଦାରଙ୍କ ବାକି ହିସାବ ଟ୍ରାକିଂ
  • Contractor credit tracking
  • ଷ୍ଟକ୍ କମିଲେ ସ୍ୱୟଂଚାଳିତ ସୂଚନା
  • Low stock reorder alerts
  • ସ୍ୱୟଂଚାଳିତ GST ଇନଭଏସ୍
  • Automatic GST invoice
ମାଗଣା ଡେମୋ ଦେଖନ୍ତୁ → Request Free Demo →
🚛

ପରିବହନ ପରିଚାଳନା ସିଷ୍ଟମ

Transport Management System

ଗାଡ଼ି, ଟ୍ରିପ୍, ଡ୍ରାଇଭର, ଡିଜେଲ ଖର୍ଚ୍ଚ ଓ ପେମେଣ୍ଟ ହିସାବର ସମ୍ପୂର୍ଣ୍ଣ ପରିଚାଳନା।

Manage vehicles, trips, drivers, fuel expenses, and payments from one place.

  • ଗାଡ଼ି ଓ ଟ୍ରିପ୍ ରେକର୍ଡ
  • Vehicle trip records
  • ଡ୍ରାଇଭର ଦରମା ଓ ଆଡଭାନ୍ସ ହିସାବ
  • Driver salary & advance tracking
  • ଡିଜେଲ ଓ ଅନ୍ୟାନ୍ୟ ଖର୍ଚ୍ଚ ଟ୍ରାକିଂ
  • Fuel expense tracking
  • ପାର୍ଟି ବାକି ଓ ପେମେଣ୍ଟ ହିସାବ
  • Party/client payment records
  • ମାସିକ ଆୟ-ବ୍ୟୟ ଓ ଲାଭ ରିପୋର୍ଟ
  • Monthly earning reports
ମାଗଣା ଡେମୋ ଦେଖନ୍ତୁ → Request Free Demo →
🏫

ସ୍କୁଲ ପରିଚାଳନା ସିଷ୍ଟମ

School Management System

ଛାତ୍ରଛାତ୍ରୀ, ଫିସ୍, ଉପସ୍ଥିତି ଓ ସ୍କୁଲର ଦୈନିକ କାର୍ଯ୍ୟକଳାପର ସହଜ ଡିଜିଟାଲ ପରିଚାଳନା।

Manage students, fees, attendance, and daily school operations through one simple digital system.

  • ଛାତ୍ରଛାତ୍ରୀ ଭର୍ତ୍ତି ଓ ରେକର୍ଡ
  • Student admission & records
  • ଫିସ୍ ସଂଗ୍ରହ ଓ ରସିଦ
  • Fee collection & receipts
  • ଦୈନିକ ଉପସ୍ଥିତି ଟ୍ରାକିଂ
  • Attendance tracking
  • ପରୀକ୍ଷା ଫଳାଫଳ ଓ ମାର୍କସିଟ୍
  • Result & mark sheets
  • SMS ଓ WhatsApp ମାଧ୍ୟମରେ ଅଭିଭାବକଙ୍କୁ ସୂଚନା
  • Parent notices via SMS/WhatsApp
ମାଗଣା ଡେମୋ ଦେଖନ୍ତୁ → Request Free Demo →
⚙️

ଆପଣଙ୍କ ବ୍ୟବସାୟ ପାଇଁ କଷ୍ଟମ ସଫ୍ଟୱେର

Custom Business Software

ଆପଣଙ୍କ ବ୍ୟବସାୟର କାର୍ଯ୍ୟପ୍ରଣାଳୀ ଅନୁଯାୟୀ ବିଶେଷ ଭାବରେ ତିଆରି ଡିଜିଟାଲ ସମାଧାନ।

Custom-built software designed around your unique business workflow and requirements.

  • ଆପଣଙ୍କ ଆବଶ୍ୟକତା ଅନୁଯାୟୀ ସଫ୍ଟୱେର
  • Software Built Around Your Needs
  • ଆପଣଙ୍କ କାର୍ଯ୍ୟପ୍ରଣାଳୀ ଅନୁଯାୟୀ ଡିଜାଇନ୍
  • Designed Around Your Workflow
  • ସମ୍ପୂର୍ଣ୍ଣ ଟ୍ରେନିଂ ଓ ସହାୟତା
  • Full training & ongoing support
  • ବ୍ୟବସାୟ ପାଇଁ ୱେବସାଇଟ୍ ଡିଜାଇନ୍
  • Business website design
  • ସିଷ୍ଟମ ଆରମ୍ଭ ପରେ ମଧ୍ୟ ସହଯୋଗ
  • Continued support after launch
ମାଗଣା ପରାମର୍ଶ ନିଅନ୍ତୁ → Get a Free Consultation →
ଫାଇଦା Benefits

NestNet ବ୍ୟବହାର କଲେ
ଆପଣଙ୍କ ଫାଇଦା

What You Gain With NestNet

ସରଳ ଭାଷାରେ — NestNet ଆପଣଙ୍କ ବ୍ୟବସାୟକୁ କିପରି ସହଜ ଓ ସୁବିଧାଜନକ କରେ।

In simple terms — here's how NestNet makes your business easier to manage every day.

ହିସାବ ରଖିବା ହେବ ସହଜ

Simple Accounting

ଦୈନିକ ଆୟ-ବ୍ୟୟ ଲେଖନ୍ତୁ, ବାକି ହିସାବ ସିଷ୍ଟମ ନିଜେ ଗଣନା କରିଦେବ। ସମୟ ବଞ୍ଚିବ ଓ ଭୁଲ କମିବ।

Record daily income and expenses, and let the system calculate everything automatically. Save time and reduce errors.

ଷ୍ଟକ୍ ଉପରେ ସବୁବେଳେ ନଜର

Full Stock Control

କେଉଁ ସାମଗ୍ରୀ ଅଛି ଓ କେଉଁଟି କମିଯାଉଛି ତାହା ତୁରନ୍ତ ଜାଣନ୍ତୁ।

Know exactly what is in stock and what needs replenishment.

ଗ୍ରାହକ ତଥ୍ୟ ସୁରକ୍ଷିତ

Customer Records Safe

ଗ୍ରାହକଙ୍କ ନାମ, ଫୋନ୍ ନମ୍ବର ଓ ବାକି ହିସାବ ସୁରକ୍ଷିତ ଭାବରେ ସଂରକ୍ଷିତ ରହିବ।

Customer names, phone numbers, and due payments are stored safely and securely.

ମୋବାଇଲ୍ ରୁ ବ୍ୟବସାୟ ଦେଖନ୍ତୁ

Mobile Access

ଘରେ, ଦୋକାନରେ କିମ୍ବା ଯାତ୍ରାରେ ଥିଲେ ମଧ୍ୟ ମୋବାଇଲ୍ ରୁ ବ୍ୟବସାୟର ସମସ୍ତ ତଥ୍ୟ ଦେଖନ୍ତୁ।

Access your business records anytime from your mobile, wherever you are.

ତୁରନ୍ତ ରିପୋର୍ଟ ପାଆନ୍ତୁ

Instant Reports

ଦୈନିକ, ସାପ୍ତାହିକ ଓ ମାସିକ ରିପୋର୍ଟ ଯେକୌଣସି ସମୟରେ ପ୍ରସ୍ତୁତ କରନ୍ତୁ।

Generate daily, weekly, and monthly reports whenever you need them.

ସହଜ ବିଲ୍ ପ୍ରସ୍ତୁତି

Easy Bill Generation

କେବଳ କିଛି କ୍ଲିକ୍‌ରେ ବିଲ୍ ତିଆରି ଓ ପ୍ରିଣ୍ଟ କରନ୍ତୁ। GST ହିସାବ ମଧ୍ୟ ସ୍ୱୟଂଚାଳିତ।

Create and print bills in seconds. GST calculations are handled automatically.

ବାକି ହିସାବ ଉପରେ ନଜର

Track All Dues

କିଏ କେତେ ଟଙ୍କା ଦେବାକୁ ବାକି ଅଛି ତାହା ସହଜରେ ଟ୍ରାକ୍ କରନ୍ତୁ।

Keep track of who owes money and how much is still pending.

ଟ୍ରେନିଂ ଓ ସହାୟତା

Training & Support

ଆମେ କେବଳ ସିଷ୍ଟମ ଦେଇ ଚାଲିଯାଉ ନାହିଁ। ଆପଣଙ୍କ ଟିମ୍‌କୁ ଟ୍ରେନିଂ ଓ ଆବଶ୍ୟକ ସମୟରେ ସହଯୋଗ ମଧ୍ୟ ଦେଉଛୁ।

We don't just deliver the software. We train your team and provide ongoing support whenever needed.

ଆମର ଗ୍ରାହକ Our Customers

କେଉଁ ବ୍ୟବସାୟ ପାଇଁ?

Which Businesses Do We Serve?

NestNet ଓଡ଼ିଶାର ଗ୍ରାମାଞ୍ଚଳ ଓ ଛୋଟ ବ୍ୟବସାୟୀଙ୍କ ପାଇଁ ବିଶେଷ ଭାବରେ ତିଆରି।

NestNet is built specifically for rural and small business owners across Odisha.

🌾
ରାଇସ୍ ମିଲ୍ ମାଲିକRice Mill OwnerDemo ଦେଖନ୍ତୁ →View Demo →
🐟
ମାଛ ବ୍ୟବସାୟୀFish DealerDemo ଦେଖନ୍ତୁ →View Demo →
🔧
ହାର୍ଡୱେର ଦୋକାନHardware ShopDemo ଦେଖନ୍ତୁ →View Demo →
🪵
କାଠ, ଟିମ୍ବର ଓ ଫର୍ନିଚରWood, Timber & FurnitureDemo ଦେଖନ୍ତୁ →View Demo →
🏗️
ନିର୍ମାଣ ସାମଗ୍ରୀ ବ୍ୟବସାୟBuilding Materialଶୀଘ୍ର ଆସୁଛିComing Soon
🚛
ପରିବହନ ବ୍ୟବସାୟTransport Ownerଶୀଘ୍ର ଆସୁଛିComing Soon
🏫
ବିଦ୍ୟାଳୟSchoolଶୀଘ୍ର ଆସୁଛିComing Soon
🏪
କିରାଣା ଓ ସାଧାରଣ ଦୋକାନGeneral Storeଶୀଘ୍ର ଆସୁଛିComing Soon
🌿
କୃଷି ସମ୍ବନ୍ଧୀୟ ବ୍ୟବସାୟAgriculture Businessesଶୀଘ୍ର ଆସୁଛିComing Soon
🍷
ୱାଇନ୍ ଦୋକାନWine ShopDemo ଦେଖନ୍ତୁ →View Demo →
🧱
କଣ୍ଟ୍ରାକ୍ଟରContractorଶୀଘ୍ର ଆସୁଛିComing Soon
🐔
ଚିକେନ୍ ସେଣ୍ଟରPoultry CenterDemo ଦେଖନ୍ତୁ →View Demo →
କିପରି କାମ କରେ How It Works

ମାତ୍ର ୪ଟି ପଦକ୍ଷେପରେ ରେ
ଆପଣଙ୍କ ସିଷ୍ଟମ ପ୍ରସ୍ତୁତ

System Ready in Just 4 Steps

NestNet ସହ କାମ କରିବା ବହୁତ ସହଜ। ଆପଣ ନିଜ ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ, ବାକି ସବୁ ଆମେ ସମ୍ଭାଳିବୁ।

Working with NestNet is simple. Focus on your business while we handle the rest.

1
🤝

ଆପଣଙ୍କ ବ୍ୟବସାୟକୁ ବୁଝିବା

Understand Business

ପ୍ରଥମେ ଆମେ ଆପଣଙ୍କ ବ୍ୟବସାୟ, ଆବଶ୍ୟକତା ଓ ସମସ୍ୟାଗୁଡ଼ିକୁ ବୁଝିବୁ। ଏହା ସମ୍ପୂର୍ଣ୍ଣ ମାଗଣା ପରାମର୍ଶ।

First, we understand your business, requirements, and challenges through a free consultation.

2
🛠️

ସିଷ୍ଟମ ତିଆରି କରିବା

Build System

ଆପଣଙ୍କ ଆବଶ୍ୟକତା ଅନୁଯାୟୀ ସିଷ୍ଟମ ତିଆରି କରାଯିବ। ଆପଣ ଡେମୋ ଦେଖି ନିଜ ମତାମତ ଦେଇପାରିବେ।

We build the system according to your needs. You review the demo and share your feedback.

3
📚

ଟ୍ରେନିଂ ଓ ମାର୍ଗଦର୍ଶନ

Provide Training

ସିଷ୍ଟମ ପ୍ରସ୍ତୁତ ହେବା ପରେ ଆପଣଙ୍କ ଟିମ୍‌କୁ ସହଜ ଭାଷାରେ ସମ୍ପୂର୍ଣ୍ଣ ଟ୍ରେନିଂ ଦିଆଯିବ।

Once the system is ready, we provide complete training to your team in simple language.

4
🚀

ସିଷ୍ଟମ ଆରମ୍ଭ

Go Live

ସିଷ୍ଟମ ଚାଲୁ ହେବା ପରେ ଆପଣ ଡିଜିଟାଲ ଭାବରେ ବ୍ୟବସାୟ ପରିଚାଳନା କରିପାରିବେ। ଆମର ସହଯୋଗ ଜାରି ରହିବ।

Once the system goes live, you can manage your business digitally with continued support from our team.

✓ MSME Registered 🇮🇳 Odisha Based

NestNet — ଆପଣଙ୍କ ବିଶ୍ୱସ୍ତ ବ୍ୟବସାୟିକ ସାଥୀ

NestNet — Your Trusted Business Partner

NestNet ହେଉଛି ଏକ Odisha-based MSME Registered Enterprise, ଯାହା ବିଶେଷ ଭାବରେ ଗ୍ରାମାଞ୍ଚଳ ଓ ଛୋଟ ବ୍ୟବସାୟୀଙ୍କ ପାଇଁ ତିଆରି। ଆମର ଲକ୍ଷ୍ୟ ସରଳ — ଆପଣଙ୍କ ବ୍ୟବସାୟକୁ ସହଜ, ସୁରକ୍ଷିତ ଓ ଡିଜିଟାଲ କରିବା।

NestNet is an Odisha-based MSME Registered Enterprise built especially for rural and small business owners. Our mission is simple: to make business management easy, secure, and digital.

ଆମର ବିଶ୍ୱାସ, ଟେକ୍ନୋଲୋଜି କେବଳ ସହରର ବଡ଼ ବ୍ୟବସାୟ ପାଇଁ ନୁହେଁ। ଓଡ଼ିଶାର ପ୍ରତ୍ୟେକ ବ୍ୟବସାୟୀ ମଧ୍ୟ ଆଧୁନିକ ସୁବିଧା ଓ ଡିଜିଟାଲ ସାଧନର ଲାଭ ପାଇବା ଉଚିତ।

We believe technology isn't only for large city businesses. Every business owner in Odisha deserves access to modern digital tools that help them grow.

କଷ୍ଟମ ସଫ୍ଟୱେର
Custom Software

ଆପଣଙ୍କ ଆବଶ୍ୟକତା ଅନୁଯାୟୀ ତିଆରି ସିଷ୍ଟମ

Software built around your business needs

ବ୍ୟବସାୟିକ ୱେବସାଇଟ୍
Business Website

ଆପଣଙ୍କ ବ୍ୟବସାୟ ପାଇଁ Professional ୱେବସାଇଟ୍

Professional websites for your business

ଗ୍ରାମାଞ୍ଚଳ କେନ୍ଦ୍ରିତ
Rural Focus

ଓଡ଼ିଶାର ଗ୍ରାମାଞ୍ଚଳ ବ୍ୟବସାୟ ପାଇଁ ବିଶେଷ ଭାବରେ ତିଆରି

Built specifically for Odisha's rural businesses

ନିରନ୍ତର ସହାୟତା
After Support

ସିଷ୍ଟମ ଆରମ୍ଭ ପରେ ମଧ୍ୟ ଆମର ସହଯୋଗ ଜାରି ରହିବ

We continue supporting you even after launch

NestNet
ସ୍ମାର୍ଟ ବ୍ୟବସାୟ, ସହଜ ପରିଚାଳନା
Smart Business, Simple Management
✓ MSME ପଞ୍ଜୀକୃତ ସଂସ୍ଥା
✓ MSME Registered Enterprise
💼 କଷ୍ଟମ ବ୍ୟବସାୟ ପରିଚାଳନା ସିଷ୍ଟମ
💼 Custom Business Management Systems
🌐 ବ୍ୟବସାୟିକ ୱେବସାଇଟ୍ ଡିଜାଇନ୍
🌐 Business Website Designing
📦 ଷ୍ଟକ୍ ଓ ଇନଭେଣ୍ଟୋରି ପରିଚାଳନା
📦 Inventory & Stock Systems
👥 ଗ୍ରାହକ ପରିଚାଳନା ସିଷ୍ଟମ
👥 Customer Management Systems
🧾 ବିଲିଂ ଓ ରେକର୍ଡ ପରିଚାଳନା
🧾 Billing & Record Systems
🌾 ଗ୍ରାମାଞ୍ଚଳ ବ୍ୟବସାୟ ପାଇଁ ଡିଜିଟାଲ ସମାଧାନ
🌾 Rural Business Digital Solutions
ଯୋଗାଯୋଗ Contact Us

ଆଜିହିଁ ମାଗଣା ଡେମୋ ଦେଖନ୍ତୁ

Get Your Free Demo Today

ଖାତା-ବହି, ବାକି ହିସାବ ଓ ଷ୍ଟକ୍ ପରିଚାଳନାରେ ସମସ୍ୟା ହେଉଛି କି? ଆମକୁ କଲ୍ କିମ୍ବା WhatsApp କରନ୍ତୁ। ଆମେ ଆପଣଙ୍କ ପାଇଁ ଠିକ୍ ସମାଧାନ ଦେଖାଇବୁ।

Struggling with records, dues, or stock management? Call or WhatsApp us and we'll show you the right solution for your business.

ଆପଣ Call କରନ୍ତୁ
ବା WhatsApp କରନ୍ତୁ

Call Us or
WhatsApp Us

କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱର, ଜଗତସିଂହପୁର, ଜାଜପୁର ଓ ସମସ୍ତ ଓଡ଼ିଶା ରେ service ମିଳିବ ।

Kendrapara, Cuttack, Bhubaneswar, Jagatsinghpur, Jajpur and all across Odisha.

📍 ସମସ୍ତ ଓଡ଼ିଶା ରେ Service

📍 Serving All of Odisha

କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱର, ଜଗତସିଂହପୁର, ଜାଜପୁର ଓ ସମସ୍ତ ଓଡ଼ିଶା ରେ service ମିଳିବ ।

Kendrapara, Cuttack, Bhubaneswar, Jagatsinghpur, Jajpur and all across Odisha.

Free Demo Request କରନ୍ତୁ

Request a Free Demo